ଥାନାପକ୍ଷରୁ ଜବତ ଗାଡି ଯାଞ୍ଚ ପରେ ଫେରସ୍ତ
ଥାନାପକ୍ଷରୁ ଜବତ ଗାଡି ଯାଞ୍ଚ ପରେ ଫେରସ୍ତ…
ଘଟଗାଁ ୧୯-୧୦-୨୦୨୫(ବି.ଏନ .ଓ ) : ( ବିଷ୍ନୁନନ୍ଦ ବେହେରା )ପଣ୍ଡାପଡା ପୋଲିସ ଷ୍ଟେସନ ଦ୍ବାରା ଜବତ ହୋଇଥିବା ଯାନ ବହନ ଗୁଡିକୁ ଆଜି ଆଇ ଆଇ ସି ଲକ୍ଷ୍ମୀକାନ୍ତ ପ୍ରଧାନ , ଏ ଏସ ଆଇ ପଦ୍ମାବତୀ ବିଶ୍ବାଳ,ସବ ଇନ୍ସପେକ୍ଟର ଭେଙ୍କଟେଶ୍ବର ପ୍ରଧାନ ଏବଂ ପୋଲିସ ଷ୍ଟାଫ ଙ୍କ ସହାୟତା ରେ ଯାନ ବାହନ ଫେରସ୍ତ ଉତ୍ସବ ଦ୍ବାରା ଗାଡି ମାଲିକଙ୍କର କାଗଜ ପତ୍ର ଏବଂ ଆଧାର କାର୍ଡ ଯାଞ୍ଚ କରାଯାଇ ଯାନବାହନ ଗୁଡିକୁ ଫେରସ୍ତ କରାଗଲା ।

