କ୍ରୋମା ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳନ:

ଟିଭି, ଲାପ୍‌ଟପ୍‌, ସ୍ମାର୍ଟଫୋନ୍‌, ଆକ୍‌ସେସୋରିଜ୍ ଉପରେ ଶ୍ରେଷ୍ଠ ଡିଲ୍‌
ଭୁବନେଶ୍ୱର: ଭାରତର ୭୫ତମ ସ୍ୱାଧୀନତା ଦିବସକୁ ପାଳନ କରିବା ଲାଗି ଭାରତର ପ୍ରଥମ ଓ ଟାଟା ଗ୍ରୁପ୍‌ର ବିଶ୍ୱାସଯୋଗ୍ୟ ଇଲେକ୍ଟ୍ରୋନିକ୍ସ ଓମନିଚ୍ୟାନେଲ ରିଟେଲର କ୍ରୋମା ପକ୍ଷରୁ କ୍ରୋମା ସ୍ୱାଧୀନତା ଦିବସ ସେଲ୍ ୨୦୨୨ ଘୋଷଣା କରାଯାଇଛି ଯାହା ଅଗଷ୍ଟ ୫ରୁ ଆରମ୍ଭ ହେବ ଏବଂ ଏଥିରେ ଗ୍ରାହକମାନେ ସ୍ମାର୍ଟ ଟିଭି, ୱାସିଂ ମେସିନ, ଲାପଟପ୍‌, ହେଡଫୋନ୍‌, ସ୍ପିକର, ସାଉଣ୍ଡବାର, ଟାବଲେଟ୍‌, ମୋବାଇଲ ଓ ଆକସେସୋରିଜ୍‌, ପ୍ରିଂଟର ଓ କ୍ରୋମା ବ୍ରାଣ୍ଡ୍‌ର ଉତ୍ପାଦ ଏବଂ ସାମସଙ୍ଗ, ଏଚପି, ଆସୁସ, ଏସର, ଏଲଜି, ଆପଲ, ଭୋଲଟାସ୍‌, ରେଡମି ଓ ଓପୋ ଭଳି ବ୍ରାଣ୍ଡ୍ ଉପରେ ଆକର୍ଷଣୀୟ ଡିଲ୍ ଓ ଅଫର ପାଇପାରିବେ ।
ସାରା ଦେଶରେ ଥିବା ୨୬୫ରୁ ଅଧିକ କ୍ରୋମା ଷ୍ଟୋର ସମେତ କ୍ରୋମା ଡଟ୍‌ କମ୍ ୱେବସରଇଟ୍‌ରେ ଗ୍ରାହକମାନେ ଶ୍ରେଷ୍ଠ ମୂଲ୍ୟର ଅଫର ଓ ରିହାତି ସହ କେଆମା ସ୍ୱାଧୀନତା ଦିବସ ସେଲ୍ ୨୦୨୨ରେ ଉତ୍ପାଦ କିଣିପାରିବେ । କ୍ରୋମା ପକ୍ଷରୁ କ୍ରୋମା ବ୍ରାଣ୍ଡେଡ୍ ଉତ୍ପାଦ ଉପରେ ଆକର୍ଷଣୀୟ ସୁପର ଅଫର ପ୍ରଦାନ କରାଯାଉଛି । କ୍ରୋମା ସ୍ୱତନ୍ତ୍ର ଭାବେ ୧.୫ ଟନ୍ ୩ଷ୍ଟାର ଇନଭର୍ଟର ଏସି ୨୮,୯୯୦ ଟଙ୍କାରେ, କ୍ରୋମା ଅଲଟ୍ରା ଏଚ୍‌ଡି ସ୍ମାର୍ଟ ଏଲଇଡି ୫୫ ଇଂଚ୍ ଟିଭି ୨୯,୯୯୦ ଟଙ୍କାରେ, କ୍ରୋମା ୨୭୯ ଏଲ୍ ୨ଷ୍ଟାର ରେଫ୍ରିଜରେଟର ୧୯,୯୯୦ ଟଙ୍କାରେ ଓ କ୍ରୋମା ୬.୫ କେଜି ଫୁଲି ଅଟୋମେଟିକ୍ ୱାସିଂ ମେସିନ୍ ଦାମ୍‌ ୧୧,୯୯୦ ଟଙ୍କାରୁ ଆରମ୍ଭ ହୋଇଛି । କ୍ରୋମା ସ୍ୱାଧୀନତା ଦିବସ ସେଲ୍ ୨୦୨୨ରେ କ୍ରୋମା ବ୍ରାଣ୍ଡ୍ ସମେତ ସାମସଙ୍ଗ ଓ କ୍ୟାଣ୍ଡିର ୱାସିଂ ମେସିନ୍ ଉପରେ ଅଫର ଓ ରିହାତି ରହିଛଇ ଯାହାର ଦାମ୍‌ ୬,୯୯୦ ଟଙ୍କାରୁ ଆରମ୍ଭ ହୋଇଛି । କ୍ରୋମା ବ୍ରାଣ୍ଡ୍‌ର ଏସି ସମେତ ଏଲଜି,
ଭୋଲଟାସ, ସାମସଙ୍ଗ ଓ ଆହୁରି ବହୁ କଂପାନିର ଏସି ଯାହାର ମୂଲ୍ୟ ୨୩,୯୯୦ ଟଙ୍କାରୁ ଆରମ୍ଭ ହୋଇଛି ଓ ୧୨ ମାସ ପର୍ଯ୍ୟନ୍ତର ସହଜ ଇଏମ୍‌ଆଇରେ ମିଳୁଛି ତାହା ଉପରେ ଆକର୍ଷଣୀୟ ଅଫର ମିଳିବ । କ୍ରୋମା, କ୍ୟାଣ୍ଡି, ସାମସଙ୍ଗ ଓ ଏଲଜିର ସିଙ୍ଗଲ ଡୋର ରେଫ୍ରିଜରେଟର ଦାମ୍ ୭୨୯୦ ଟଙ୍କାରୁ ଆରମ୍ଭ ହୋଇଛି ଓ ୧୮ ମାସର ସହଜ ଇଏମ୍‌ଆଇରେ ତାହା ଉପଲବ୍ଧ ହେଉଛି । ଇୟରଫୋନ୍‌, ହେଡ୍‌ଫୋନ୍‌, ସ୍ପିକର ଓ ସାଉଣ୍ଡ୍‌ବାର୍ ଉପରେ କ୍ରୋମା ୮୦% ପର୍ଯ୍ୟନ୍ତ ରିହାତି ଓ ୨୦ ହଜାର ଟଙ୍କା ପର୍ଯ୍ୟନ୍ତର ତତ୍କାଳ ରିହାତି ପ୍ରଦାନ କରୁଛି । ଟ୍ରୁଏଲି ଓୟାରଲେସ୍ ଇୟରଫୋନ୍ ଉପରେ ଫ୍ଲାଟ୍ ୧୦% ଓ ସାମସଙ୍ଗ
ଗାଲାକ୍ସି ବଡ୍ ଲାଇଭ୍ ୪,୪୪୯ ଟଙ୍କାରେ ମିଳିବ । ମୋବାଇଲ୍ ଓ ଆକ୍‌ସେସୋରିଜ୍ ଉପରେ ୫୦% ପର୍ଯ୍ୟନ୍ତ ରିହାତି ଓ ୧୦% ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ । କ୍ରୋମାରେ ୨୪,୯୯୯ ଟଙ୍କାରେ ସାମସଙ୍ଗ ଏମ୫୩ ୫ଜି ମୋବାଇଲ୍ ଫୋନ୍ ଉପଲବ୍ଧ ହୋଇଛି ।
କ୍ରୋମା ପକ୍ଷରୁ କ୍ରୋମା ବ୍ରାଣ୍ଡ୍‌ର ଉତ୍ପାଦ, ଏଲଜି, ଭୋଲଟାସ୍‌, ସାମସଙ୍ଗ ଓ ଆହୁରି ବହୁ କଂପାନିର ଉତ୍ପାଦ ଉପରେ ୧୨ ମାସ ପର୍ଯ୍ୟନ୍ତ ଇଏମ୍‌ଆଇ ଉପରେ ସୁଧ ଛାଡ଼ ଭଳି ଅତିରିକ୍ତ ସୁବିଧା ପ୍ରଦାନ କରୁଛି । ୯ପିଢ଼ିର ଆପଲ ଆଇପ୍ୟାଡ୍ ୧୦.୨ ୨୪,୯୯୦ ଟଙ୍କାରେ କ୍ରୋମା ଷ୍ଟୋର ଓ ୱେବସାଇଟ୍‌ରେ ଉପଲବ୍ଧ ହୋଇଛି । ବଡ଼ ସ୍ମାର୍ଟ ଟିଭି ଓ ସାଉଣ୍ଡ୍ ବାର୍‌ ଉପରେ ତତ୍କାଳ ୧୦% ରିହାତି ଦିଆଯାଉଛି ଓ ଗ୍ରାହକମାନେ ୧୪,୯୯୦ ଟଙ୍କାରେ ସାମସଙ୍ଗ ସ୍ମାର୍ଟ ଟିଭି କିଣିପାରିବେ । ଏସରର ୪୩ ଇଂଚ ୪କେ ୟୁଏଚ୍‌ଡି ଆଣ୍ଡ୍ରଏଡ୍ ଟିଭି ସହିତ ୩୦ ୱାଟ୍‌ର ଇନବିଲ୍‌ଟ ସାଉଣ୍ଡ୍‌ ର୍‌କୁ ମାତ୍ର ୧୯,୯୯୯ ଟଙ୍କାରେ କିଣିପାରିବେ । ଏମଏସ ଅଫିସ ସହ କୋର ଆଇ୫ ଲାପଟପ୍ ଦାମ୍ ୩୯,୯୯୦ ଟଙ୍କା ରହିଛି ଓ ଏଥିରେ ୧୨ ମାସ ପର୍ଯ୍ୟନ୍ତ ଇଏମ୍‌ଆଇ ଉପରେ ସୁଧ ଛାଡ଼ ରହିଛି । ଆସୁସ୍ କୋର୍ ଆଇ୩ ୮ଜିବି ଦାମ୍ ୨୮,୯୯୦ ଟଙ୍କା ରହିଛି । ଗ୍ରାହକମାନେ କିଛି ନିର୍ଦିଷ୍ଟ ବେହଇଟ୍ କାର୍ଡ ଓ କ୍ରେଡିଟ୍ କାର୍ଡରେ
୧୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । କ୍ରୋମା ପକ୍ଷରୁ ବିଭିନ୍ନ ଉତ୍ପାଦ ଉପରେ କ୍ୟାସବ୍ୟାକ୍‌, ଇଏମ୍‌ଆଇ ଓ ୱାରେଂଟିର ମିଶ୍ରଣ ପ୍ରଦାନ କରାଯାଉଛି । ନିକଟସ୍ଥ କ୍ରୋମା ଷ୍ଟୋର୍ କିମ୍ବା କଂପାନିର ୱେବସାଇଟ୍‌ ପରିଦର୍ଶନ କରି ଗ୍ରାହକମାନେ ସ୍ୱାଧୀନତା ଦିବସ ସେଲ୍ ୨୦୨୨ର ଅଫର ଓ ଡିଲ୍‌ ବିଷୟରେ ଜାଣିପାରିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *