କାଜୁ ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ।

NEWS BY B.N.O

ବଡଚଣା/07.11.23(B.N.O.) ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତରର୍ଗତ ସୁନ୍ଦରିଆ ପଞ୍ଚାୟତ ରଷଣ୍ଢପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ତେବେ ମୃତ ଜଣଙ୍କ ସେହି ଗ୍ରାମର ରଙ୍କିଆ ଜେନାଙ୍କ ପୁଅ ସୁରେନ୍ଦ୍ର ଜେନା (୨୧)ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗାଁର ମହିଳା ମାନେ ଜଙ୍ଗଲ ପାଖରେ ଥିବା ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ । ସେଠରେ ଜଣେ ଯୁବକଙ୍କ ଶବ ଦେଖିବାକୁ ପାଇ ଥିଲେ । ମାହିଳା ମାନେ ତୁରନ୍ତ ଯାଇ ଗ୍ରାମବାସୀ ମାନଙ୍କୁ ଜଣଇଥିଲେ । ତେବେ ମୃତ ଦେହକୁ ଦେଖି ସ୍ଥାନୀୟ ଲୋକ ଦେଖି ଧର୍ମଶାଳା ଥାନାକୁ ଖବର ଦେଇଥିଲେ । ପରେ ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସବ ଜବତ କରି ଧର୍ମ ଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବେବଚ୍ଛେଦ ପାଇଁ ପଠାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାର ତଦନ୍ତ ଚଲାଇଛି ପୋଲିସ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *