କଟକ ୪୨ ମୌଜ଼ା ବେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ମନ ମାନିରେ ଚାଲିଛି

କଟକ ୪୨ ମୌଜ଼ା ବେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ମନ ମାନିରେ ଚାଲିଛି

କଟକ:13.07.23(BREAKING NEWS ODIA ) ୪୨ ମୌଜ଼ା ବେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ମନ ମାନିରେ ଚାଲିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୨୩ ଟି ପଂଚାୟତର ଜନସାଧାରଣ ନିର୍ଭର କରଥାନ୍ତି । ଅଧିକାଂଶ ସମୟରେ ରୋଗୀ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଥିବ ଅଭିଯୋଗ । ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ କୌଣସି କାମକୁ ନୁହନ୍ତି । ପ୍ରାୟ ସମୟ ଅଫିସ କୁ ଆସି ହାଜେରା ପକେଇ ଦେଇ କୁଆଡେ ଯାଆନ୍ତି ସେ କଥା ସେ କେବଳ ହିଁ ଜାଣନ୍ତି । ପଚାରିଲେ କୁହନ୍ତି ହେଡ ଅଫିସକୁ ଯାଇଥିଲି । ଏହି ଭଳି ଭାବରେ ମିଛ କହି ଚାଲିଛନ୍ତି ।5 ଟି ଛାଟ ଅଭାବ ଯୋଗୁ ଡ଼ାକ୍ତର ମାନେ ମନ ମୁଖୀ କାର୍ଯ୍ୟ ଚଳାଇଛନ୍ତି ବୋଲି ଅଭିଯୋଗ ହେଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *