କଟକ ମହାନଗର ନିଗମ କମିଶନର ଓ ମେୟରଙ୍କୁ ଲିଖିତ ଅଭିଯୋଗ କଲେ ଅଞ୍ଚଳର ସଜ୍ଜନ କୁମାର ମୋଦୀ।

କଟକ ମହାନଗର ନିଗମ କମିଶନର ଓ ମେୟରଙ୍କୁ ଲିଖିତ ଅଭିଯୋଗ କଲେ ଅଞ୍ଚଳର ସଜ୍ଜନ କୁମାର ମୋଦୀ।

କଟକ:13.07.23 (BREAKING NEWS ODIA)ହେମରାଜ ଲେନ ନୟାସଡକ ମୂଖ୍ୟରାସ୍ତା-ମାଣିକଘୋଷ ବଜାରକୁ ସଂଲଗ୍ନ ହୋଇଥିବା ଏକ ଅଣ-ଓସାରିଆ ରାସ୍ତା ଗଳିରେ ବେଆଇନ ଭାବେ ବଡ଼ବଡ଼ ବିଲଡିଂ(ମାର୍କେଟ କମ୍ପ୍ଲେକ୍ସ)ନିର୍ମାଣ ଏବଂ ରାସ୍ତା କଡରେ ବେଆଇନ ପାର୍କିଂ ଯୋଗୁଁ ଜନସାଧାରଣଙ୍କ ଯିବାଆସିବା ଓ ଆମ୍ବୁଲାନ୍ସ ଯିବାଆସିବା ଅସୁବିଧା ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ କଟକ ମହାନଗର ନିଗମ କମିଶନର ଓ ମେୟରଙ୍କୁ ଲିଖିତ ଅଭିଯୋଗ କଲେ ଅଞ୍ଚଳର ସଜ୍ଜନ କୁମାର ମୋଦୀ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *