ଏଚଏମ ଇଣ୍ଡିଆର ଲିନେନ ଅଭିଯାନ

ଭୁବନେଶ୍ୱର, 17th April: ଏଚଏମ ଇଣ୍ଡିଆ ପକ୍ଷରୁ ଲିନେନ ଅଭିଯାନର ଶୁଭାରମ୍ଭ କରାଯାଇଛି| ଏଥିରେ ସାମିଲ ରହିଛି ନୂଆ ନୂଆ ତଥା ଆରାମଦାୟକ କଲେକ୍ସନ| କମ୍ପାନୀ ତରଫରୁ ଏକ ନୁହଁ ବିଜ୍ଞାପନ ଅଭିଯାନ ଆରମ୍ଭ ମଧ୍ୟ କରାଯାଇଛି| ଏହି ଅଭିଯାନରେ ସାମିଲ ଅଛନ୍ତି ଗାୟକ ଗୀତିକାର ଅରମାନ ମଲ୍ଲିକ| ସେ କହିଛନ୍ତି ଯେ କମ୍ପାନୀର ବିଭିନ୍ନ କଲେକ୍ସନ ତାଙ୍କର ପସନ୍ଦ ସହିତ ଖାପ ଖାଉଛି| ଏହି ପୋଷାକ ଖୁବ ଆରାମଦାୟକ| ନୂଆ କଲେକ୍ସନଗୁଡିକ କମ୍ପାନୀର ସମସ୍ତ ଆଉଟଲେଟରେ ଚଳିତ ୧୪ ତାରିଖରୁ ଉପଲବ୍ଧ ହେବ|

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *