ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ୭.୫୦% ହାରରେ ୭୦୦ ଦିନିଆ ଅମୃତ ମହୋତ୍ସବ ଜମାର ଶୁଭାରମ୍ଭ

ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ୭.୫୦% ହାରରେ ୭୦୦ ଦିନିଆ ଅମୃତ ମହୋତ୍ସବ ଜମାର ଶୁଭାରମ୍ଭ

ଭୁବନେଶ୍ୱର: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଏକ ସୀମିତ ସମୟ ଅଫର ଭାବେ
ମାତ୍ର ୭୦୦ ଦିନରେ ୭.୫୦%ର ସର୍ବାଧିକ ସୁଧ ହାର ସହ ଅମୃତ ମହୋତ୍ସବ ଜମାର ଆଉ
ଏକ ଭାରିଆଂଟ୍‌କୁ ଉନ୍ମୋଚନ କରାଯାଇଛି । ଏହା ସହିତ ୫୫୫ ଦିନିଆ
ଅମୃତ ମହୋତ୍ସବ ଜମାରେ ସୁଧ ହାରକୁ ୬.୫୦%ରୁ ବଢ଼ାଇ ସର୍ବାଧିକ ୭.୦୦%କୁ
ବୃଦ୍ଧି କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *