ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଫିକ୍ସ ଡିପୋଜିଟ୍‌ଉପରେ ଉତ୍ସବ ଅଫରର ଶୁଭାରମ୍ଭ

ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଫିକ୍ସ ଡିପୋଜିଟ୍‌ଉପରେ ଉତ୍ସବ ଅଫରର ଶୁଭାରମ୍ଭ

ଭୁବନେଶ୍ୱର: ଆଡଇବିଆଇ ବ୍ୟାଙ୍କ ପକ୍ଷରୁ ଏହାର “ଅମୃତ ମହୋତ୍ସବ” ଜମା ଉପରେଉତ୍ସବ ଅଫରର ଶୁଭାରମ୍ଭ କରାଯାଇଛି । ବ୍ୟାଙ୍କ ପକ୍ଷରୁ ସିମିତ ଅବଧି ଅଫର ଭାବେ ଏକ ସ୍ୱତନ୍ତ୍ର ୫୫୫ ଦିନିଆ ଜମା ଉପରେ ୬.୯୦ ପ୍ରତିଶତର ଶୀର୍ଷ ସୁଧ ହାର ଘୋଷଣା କରାଯାଇଛି । ବ୍ୟାଙ୍କ ପକ୍ଷରୁ ଏହାର ବିଭିନ୍ନ ମାଚ୍ୟୁରିଟିର ମିଆଦୀ ଜମା ଉପରେ ସୁଧ ହାରକୁ ବୃଦ୍ଧି କରାଯାଇଛି ଓ ତାହାକୁ ୨୦୨୨ ଅକ୍ଟୋବର ୨୧ରୁ ଲାଗୁ କରାଯାଇଛି । ଏକ ବର୍ଷିଆ ଜମା ଉପରେ ସୁଧ ହାରକୁ ୬.୭୫%କୁ ବୃଦ୍ଧି କରାଯାଇଥିବା ବେଳେ ଦୁଇ ବର୍ଷିଆ ଜମା ଉପରେ ୬.୮୫%ର ଶୀର୍ଷ ସୁଧ ହାର ପ୍ରଦାନ କରାଯାଉଛି

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *