ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର

ବୌଦ୍ଧ,4th May,(Bnews): ବୌଦ୍ଧ ବ୍ଲକ ଅନ୍ତର୍ଗତ ବଢିଗାଁ ଗାଁରେ ଅଗ୍ନିକାଣ୍ଡ ଘଟି ଜଣଙ୍କର ଦୁଇ ବଖରା ଘର ପୋଡି ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଉଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗ୍ରାମରେ ଆଜି ପୂର୍ବାହ୍ନରେ ଏକ ବରଯାତ୍ରୀ ପ୍ରସେସନ ଚାଲିଥିଲା । ପ୍ରସେସନ ବେଳେ ବାଣଫୁଟି ବାଣର ନିଆଁରେ ଗ୍ରାମର ମକଧ୍ୱଜ ଜେନାଙ୍କ ୨ ବଖରା ଘର ପୋଡି ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ଯାଇଛି । ବୌଦ୍ଧର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *