ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାଠାରେ ବିଶ୍ୱ ହାତଧୂଆ ଦିବସ ପାଳିତ

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାଠାରେ ବିଶ୍ୱ ହାତଧୂଆ ଦିବସ ପାଳିତ
ଝାରସୁଗୁଡ଼ା, ୧ନଭେମ୍ବର, ୨୦୨୨: ବେଦାନ୍ତ ଆଲୁମିନିୟମ, ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବିଶ୍ୱ ହାତଧୂଆ ଦିବସ ଅବସରରେ ଏହି ଦିବସର ତାତ୍ପର୍ଯ୍ୟ ସଂପର୍କରେ ସଚେତନତାର ବାର୍ତା ପ୍ରସାରିତ କରିଛି । ଲୋକମାନଙ୍କୁ ଉପଯୁକ୍ତ ଭାବେ ହାତ ଧୋଇବା ଓ ସ୍ୱଛତା ଅଭ୍ୟାସ ପାଳନ କରିବା ଉପରେ ଗୋଷ୍ଠୀକୁ ସଚେତନ ପାଇଁ ଏକ ସପ୍ତାହ ବ୍ୟାପୀ ଅଭିଯାନ ଆୟୋଜିତ ହୋଇଥିଲା । ଝାରସୁଗୁଡ଼ାରେ ଏହି ଅଭିଯାନରେ ୨୮ ଟି ଗ୍ରାମକୁ ସାମିଲ କରାଯାଇଥିଲା ଓ ଏଥି ସହିତ ସ୍କୁଲର ପିଲା, ବୟସ୍କ ବ୍ୟକ୍ତିଙ୍କୁ ନେଇ ପ୍ରାୟ ୧୬୦୦ ଲୋକଙ୍କ ପାଖରେ ପହଁଚି ଏହି ବାର୍ତା ଉପସ୍ଥାପନ କରାଯାଇଥିଲା ।

ଏହି ଅଭିଯାନର ଏକ ଅଂଶ ଭାବେ କଂପାନି ଗ୍ରାମ ଗୁଡ଼ିକୁ ଯାଇ ଏହାର ଭ୍ରାମ୍ୟମାଣ ହେଲଥ ୟୁନିଟ ସହାୟତାରେ ସାବୁନ ଓ ପାଣି ଦ୍ୱାରା ହାତ ଧୋଇବାର ୬ଟି ସୋପାନ ଉପରେ ପ୍ରଦର୍ଶନ କରିଥିଲା ।

ବେଦାନ୍ତ ଆଲୁମିନିୟମର ଏହି ସ୍ୱାସ୍ଥ୍ୟ ପଦକ୍ଷେପ ସଂପର୍କରେ ଶ୍ରୀ ସୁନିଲ ଗୁପ୍ତା, ସିଇଓ, ବେଦାନ୍ତ ଲିଃ, ଝାରସୁଗୁଡ଼ା କହିଛନ୍ତି ଯେ- ବିଶ୍ୱ ହାତଧୂଆ ଦିବସ ଆମ ଅଂଚଳର ଲୋକମାନଙ୍କୁ ମୌଳିକ ସ୍ୱାସ୍ଥ୍ୟ ଓ ପରିଛନ୍ନତା ଅଭ୍ୟାସ ସଂପର୍କରେ ଏକ ବାର୍ତା ଦେଉଛି, ଆମେ ଆଶା କରୁ ଆମ ଅଂଚଳର ଲୋକମାନେ ଏହି ମହତ୍ୱକୁ ଉପଲବ୍ଧ କରିବେ । ଆମର ସ୍ୱାସ୍ଥ୍ୟ ଶିବିର , ମୋବାଇଲ ହେଲଥ ୟୁନିଟ, ଆମ୍ବୁଲାନସ ସେବା ଇତ୍ୟାଦି ମାଧ୍ୟମରେ ସୁବିଧା ସୁଯୋଗରୁ ବଂଚିତ ଲୋକମାନେ ନିଶ୍ଚିତ ସହାୟତା ପାଇ ପାରିବେ ।

ଭବାନି ବୁଡ଼ା, ଝାରସୁଗୁଡ଼ାର ଜଣେ ଗ୍ରାମବାସୀ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେଯେ- ବେଦାନ୍ତ ଆଲୁମିନିୟମ ଦ୍ୱାରା ପରିଚାଳିତ ଏହି ଅଭିଯାନ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଇବ ଓ ସେମାନେ ସଠିକ ଭାବେ ହାତଧୂଆ କୌଶଳ ବିଷୟରେ ଜାଣିପାରିବେ ଓ ରୋଗ ସଂପର୍କରେ ସଚେତନ ହୋଇ ପାରିବେ ।

ବେଦାନ୍ତ ଝାରସୁଗୁଡ଼ା ଏହାର କାର୍ଯ୍ୟ ପରିସର ନିକଟବର୍ତୀ ଗ୍ରାମ ଗୁଡ଼ିକରେ ମୌଳିକ ସ୍ୱାସ୍ଥ୍ୟ ସେବା ଓ ସଚେତନତା ଦିଗରେ କାର୍ଯ୍ୟ କରି ଆସୁଛି ଯଥା-
ମୋବାଇଲ ହେଲଥ ୟୁନିଟ ଜରିଆରେ ୨୮ଟି ଦୂରବର୍ତୀ ଗ୍ରାମରେ ପହଁଚି ସ୍ୱାସ୍ଥ୍ୟ ସେବା ସଚେତନା ପ୍ରଦାନ କରୁଛି ଯଦ୍ୱାରା ୫୫୦୦୦ରୁ ଅଧିକ ଲୋକ ଉପକୃତ ହେଉଛନ୍ତି ।
ଝାରସୁଗୁଡ଼ା ପାଖ ଅଂଚଳର ଲୋକମାନଙ୍କ ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେଉଛି ।
ଏଚଆଇଭି/ଏଡସ ସହିତ ବିଭିନ୍ନ ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି ।
ଏକ ଅତ୍ୟାଧୁନିକ ରୋଗ ପରୀକ୍ଷା ପାଇଁ ସୁବିଧାରେ ୫୦୦ରୁ ଅଧିକ ପରୀକ୍ଷା ଓ ରେଡିଓଲୋଜି, ଇସିଜି/ପିଏଫଟି/ ଟିଏମଟି ଇତ୍ୟାଦି ପରୀକ୍ଷା ସେବା ସୁବିଧା ରହିଛି ।

ବେଦାନ୍ତ ଆଲୁମିନିୟମର ସାମାଜିକ ପଦକ୍ଷେପରେ ବହୁତ ଗୁଡ଼ିଏ ପଦକ୍ଷେପ ଯଥା ଜୀବିକା ନିର୍ବାହ, ଗୁଣମାନର ଶିକ୍ଷା, ମହିଳା ସଶକ୍ତିକରଣ, ଜୈବ ବିକାଶ ଓ ଗୋଷ୍ଠୀ ଭିତିଭୂମି ନିର୍ମାଣ ପରି କାର୍ଯ୍ୟ ହାତକୁ ନିଆଯାଉଛି । ଏହା ଦ୍ୱାରା ୭୯ଟି ଗ୍ରାମର ପ୍ରାୟ ୧.୭ ଲକ୍ଷ ଲୋକ ଉପକୃତ ହେଉଛନ୍ତି । କଂପାନି ଦ୍ୱାରା ପ୍ରତିଷ୍ଠିତ ୩୦୦ଏସଏଚଜି ଜରିଆରେ ୪୦୦୦ ମହିଳା ନିଜକୁ ସ୍ୱାଲମ୍ବୀ କରାଇଛନ୍ତି । ୩୨୦୦୦ରୁ ଅଧିକ ଲୋକ ବେଦାନ୍ତ ସ୍ୱାସ୍ଥ୍ୟ ସେବା ଲାଭ କରିବା ସହ ୬୪୦୦ରୁ ଅଧିକ ଛାତ୍ରମାନଙ୍କୁ ଶିକ୍ଷା ସହାୟତା ଯୋଗାଇ ଦିଆଯାଉଛି । ପରିବେଶର ସୁରକ୍ଷା ପାଇଁ ୧.୪୮ରୁ ଅଧିକ ବୃକ୍ଷ ରୋପଣ କରାଯାଇଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ୨୦୦୭ରେ କଂପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଲଂଜିଗଡ଼ରେ ପ୍ରତିଷ୍ଠା କରିଛି ଓ ୭୫ କ୍ୟାପଟିଭ ପ୍ଲାଂଟ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

About Vedanta Limited:
Vedanta Limited, a subsidiary of Vedanta Resources Limited, is one of the world’s leading Oil & Gas and Metals company with significant operations in Oil & Gas, Zinc, Lead, Silver, Copper, Iron Ore, Steel, and Aluminium & Power across India, South Africa and Namibia. For two decades, Vedanta has been contributing significantly to nation building. Governance and sustainable development are at the core of Vedanta’s strategy, with a strong focus on health, safety, and environment. Vedanta has put in place a comprehensive framework to be the ESG leader in the natural resources sector. Vedanta is committed to reducing carbon emissions to zero by 2050 or sooner and has pledged $5 billion over the next 10 years to accelerate the transition to net zero operations. Giving back is in the DNA of Vedanta, which is focused on enhancing the lives of local communities. The company’s flagship social impact program, Nand Ghars, have been set up as model anganwadis focused on eradicating child malnutrition, providing education, healthcare, and empowering women with skill development. Under the aegis of the Anil Agarwal Foundation, the umbrella entity for Vedanta’s social initiatives, the Vedanta group has pledged Rs 5000 crore over the next five years on social impact programmes with a thrust on nutrition, women & child development, healthcare, animal welfare, and grass-root level sports. Vedanta and the group companies company have been featured in Dow Jones Sustainability Index 2020, and was conferred Frost & Sullivan Sustainability Awards 2020, CII Environmental Best Practices Award 2020, CSR Health Impact Award 2020, CII National Award 2020 for Excellence in Water Management, CII Digital Transformation Award 2020, ICSI National Award 2020 for excellence in Corporate Governance, People First HR Excellence Award 2020, ‘Company with Great Managers 2020’ by People Business and certified as a Great Place to Work 2021. Vedanta’s flagship Nand Ghar Project was identified as best CSR project by Government of Rajasthan. Vedanta Limited is listed on the Bombay Stock Exchange and the National Stock Exchange. For more information, please visit www.vedantalimited.com

About Vedanta Aluminium Business:
Vedanta Aluminium, a business of Vedanta Limited, is India’s largest producer of aluminium, manufacturing more than half of India’s aluminium i.e., 2.26 million tonnes in FY22. It is a leader in value-added aluminium products that find critical applications in core industries. Vedanta Aluminium ranks 4th in the Dow Jones Sustainability Index (DJSI) 2021 world rankings for aluminium industry, a reflection of its sustainable development practices. With its world-class aluminium smelters, alumina refinery and power plants in India, the company fulfils its mission of spurring emerging applications of aluminium as the ‘Metal of the Future’ for a greener tomorrow. For more information, please visit: www.vedantaaluminium.com

For further information, please contact:
Mr. Ashwin Chand
Head-PR & Corporate Communications
Vedanta Ltd., Jharsuguda
Ashwin.Chand@vedanta.co.in
www.vedantaaluminium.com

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *