କଟକ ର ନୂତନ ଡ଼ିସିପି ଡକ୍ଟର କନଓ୍ବର ବିଶାଲ ସିଂଙ୍କ ଦାଇତ୍ୱ ଗ୍ରହଣ

 କଟକ ର ନୂତନ ଡ଼ିସିପି ଡକ୍ଟର କନଓ୍ବର ବିଶାଲ ସିଂଙ୍କ ଦାଇତ୍ୱ ଗ୍ରହଣ

 କଟକ:01.02.24 B.N.O.(ରାଜେନ୍ଦ୍ର ଛୋଟରାୟ)

NEWS BY RAJENDRA CHHOTRAY

କଟକର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଡକ୍ଟର କନଓ୍ବର ବିଶାଲ ସିଂହ। ପିନାକ ମିଶ୍ରଙ୍କ ବଦଳି ପରେ ଦାୟିତ୍ୱ ନେଲେ କନଓ୍ବର ବିଶାଲ ସିଂହ। ଦାୟିତ୍ୱ ଗ୍ରହଣ ପରେ ଡିସିପି ପ୍ରତିକ୍ରିୟା ଦେଇ କହିଛନ୍ତି କଟକ ଏକ ବହୁତ ପୁରୁଣା ସହର। ରାଜନୈତିକ ଏବଂ ସାଂସ୍କୃତିକ ଦ୍ରୁଷ୍ଟିକୋଣରୁ କଟକ ସହରର ଗୁରୁତ୍ବ ରହିଛି। ଏଠାରେ ଅପରାଧ ନିୟନ୍ତ୍ରଣ ଏବଂ ଆଇନ ଶ୍ରୁଙ୍ଖଳା ମୁଖ୍ଯ ପ୍ରସଙ୍ଗ ରହିବ। କ୍ରାଇମରେ ଜିରୋ ଟଲେରାନ୍ସ ଏବଂ ବଢୁଥିବା ସାଇବର ଅପରାଧ ରୋକିବା ଦିଗରେ ଫୋକସ୍ ରହିବ।ଆଗକୁ ଆସୁଥିବା ସାଧାରଣ ନିର୍ବାଚନରେ ଆଇନ ଶ୍ରୁଙ୍ଖଳା ବଡ ଚ୍ୟାଲେଞ୍ଜ ହେବ କହିଲେ ନୂଆ ଡିସିପି। ଏହା ସହ କଟକରେ ଭାଇଚାରାକୁ ଗୁରୁତ୍ବ ଦେଇ ସମସ୍ତଙ୍କୁ ନେଇ କାମ କରିବେ ବୋଲି କହିଛନ୍ତି ନୂଆ ଡିସିପି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *