ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ୭.୫୦% ହାରରେ ୭୦୦ ଦିନିଆ ଅମୃତ ମହୋତ୍ସବ ଜମାର ଶୁଭାରମ୍ଭ
ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ୭.୫୦% ହାରରେ ୭୦୦ ଦିନିଆ ଅମୃତ ମହୋତ୍ସବ ଜମାର ଶୁଭାରମ୍ଭ
ଭୁବନେଶ୍ୱର: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଏକ ସୀମିତ ସମୟ ଅଫର ଭାବେ
ମାତ୍ର ୭୦୦ ଦିନରେ ୭.୫୦%ର ସର୍ବାଧିକ ସୁଧ ହାର ସହ ଅମୃତ ମହୋତ୍ସବ ଜମାର ଆଉ
ଏକ ଭାରିଆଂଟ୍କୁ ଉନ୍ମୋଚନ କରାଯାଇଛି । ଏହା ସହିତ ୫୫୫ ଦିନିଆ
ଅମୃତ ମହୋତ୍ସବ ଜମାରେ ସୁଧ ହାରକୁ ୬.୫୦%ରୁ ବଢ଼ାଇ ସର୍ବାଧିକ ୭.୦୦%କୁ
ବୃଦ୍ଧି କରାଯାଇଛି ।