Breaking News:   
୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର: ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି, -୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଟଙ୍କା ଭତ୍ତା, -୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କୁ ମିଳିବ ୩୫୦୦ ଟଙ୍କା ଭତ୍ତା, ଉଭୟ ବର୍ଗଙ୍କୁ ପୂର୍ବରୁ ମିଳୁଥିଲା ୧୨୦୦ ଟଙ୍କା, -ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ୨୦୨୪ର ୨ଟି କିସ୍ତି, -୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କଲେ ମିଳିବ ଏକକାଳୀନ ୧୦ ହଜାର ଟଙ୍କା // ପ୍ରବାସୀ ଭାରତୀୟ ଦିବସ ଲାଗି ମାସ୍କଟ୍‌ ଉନ୍ମୋଚନ କଲା କମିଶନରେଟ୍ ପୁଲିସ / କମିଶନରେଟ୍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଚାଟ୍‌ବଟ୍ ହେଲା କାର୍ଯ୍ୟକ୍ଷମ / ପ୍ରବାସୀ ଭାରତୀୟ ଦିବସ ଲାଗି ଜାରି ହେଲା ସ୍ୱତନ୍ତ୍ର ହେଲ୍ପଲାଇନ୍ ନଂ-୧୯୬୫ / ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ – ବରଗଡ଼ ଧନୁଯାତ୍ରା / ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା, କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ / ଶପଥ ନେଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି