ପରିବାର ଲୋକଙ୍କୁ ବାନ୍ଧିବା ସହ ଜଣେ ଯୁବକଙ୍କୁ ହାଣି ୨୦ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୮ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ପରିବାର ଲୋକଙ୍କୁ ବାନ୍ଧିବା ସହ ଜଣେ ଯୁବକଙ୍କୁ ହାଣି ୨୦ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୮ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

 

ବିଳମ୍ବିତ ରାତିରେ ୬ଜଣ ଦୁର୍ବୃତ୍ତ ମଟର ସାଇକେଲରେ ଆସି ଆନନ୍ଦଙ୍କ ଘରର ଝରକା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ପରେ ଘର ଲୋକଙ୍କୁ ବାନ୍ଧି ପୁଅ ରତିକାନ୍ତ ବେହେରାଙ୍କୁ ଭୁଜାଲି ଓ ରଡରେ ଆକ୍ରମଣ କରି ସୁନା ଗହଣା ଓ ନଗଦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି।

ସୋର/ଭୁବନେଶ୍ୱର ୨୪-୦୩-୨୦୨୫(ବି.ଏନ .ଓ ) : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବଣଗଢିଆ ଗ୍ରାମର ଆନନ୍ଦ ବେହେରାଙ୍କ ଘର ଲୋକଙ୍କୁ ବାନ୍ଧି ଦୁର୍ବୃତ୍ତମାନେ ୨୦ଲକ୍ଷ ଟଙ୍କା ଚୋରି କରିନେଇଯାଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ୬ଜଣ ଦୁର୍ବୃତ୍ତ ମଟର ସାଇକେଲରେ ଆସି ଆନନ୍ଦଙ୍କ ଘରର ଝରକା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ପରେ ଘର ଲୋକଙ୍କୁ ବାନ୍ଧି ପୁଅ ରତିକାନ୍ତ ବେହେରାଙ୍କୁ ଭୁଜାଲି ଓ ରଡରେ ଆକ୍ରମଣ କରି ସୁନା ଗହଣା ଓ ନଗଦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ୮ଲକ୍ଷ ୪୦ହଜାର ନଗଦ ଟଙ୍କା ସହିତ ମଙ୍ଗଳସୂତ୍ର ୨ଟା ନେକଲେସ  ୧ଟା  ୫ଟା ମୁଦି, ଚେନ୍ ୨ଟା  ଲକେଟ୍ ୨ଟା   ଚୁର ୧ହଳ ଆନୁମାନିକ ମୂଲ୍ୟ ୧୨ ଲକ୍ଷ ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ସିମୁଳିଆ ଥାନା ବଣଗଢିଆ ଗ୍ରାମର ଆନନ୍ଦ ବେହେରାଙ୍କ ଘର ଲୋକଙ୍କୁ ବାନ୍ଧି ଦୁର୍ବୃତ୍ତମାନେ ୨୦ଲକ୍ଷ ଟଙ୍କା ଚୋରି କରିନେଇଯାଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ୬ଜଣ ଦୁର୍ବୃତ୍ତ ମଟର ସାଇକେଲରେ ଆସି ଆନନ୍ଦଙ୍କ ଘରର ଝରକା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ।

NEWS BY B.N.O

 ପରେ ଘର ଲୋକଙ୍କୁ ବାନ୍ଧି ପୁଅ ରତିକାନ୍ତ ବେହେରାଙ୍କୁ ଭୁଜାଲି ଓ ରଡରେ ଆକ୍ରମଣ କରି ସୁନା ଗହଣା ଓ ନଗଦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ୮ଲକ୍ଷ ୪୦ହଜାର ନଗଦ ଟଙ୍କା ସହିତ ମଙ୍ଗଳସୂତ୍ର ୨ଟା ନେକଲେସ  ୧ଟା  ୫ଟା ମୁଦି, ଚେନ୍ ୨ଟା  ଲକେଟ୍ ୨ଟା   ଚୁର ୧ହଳ ଆନୁମାନିକ ମୂଲ୍ୟ ୧୨ ଲକ୍ଷ ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ରତିକାନ୍ତ ବେହେରାଙ୍କୁ ପ୍ରଥମେ ସିମୁଳିଆ ଓ ପରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ରତିକାନ୍ତ ବେହେରାଙ୍କୁ ପ୍ରଥମେ ସିମୁଳିଆ ଓ ପରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ମାର୍କୋଣା ଛକ ନିକଟରେ ଥିବା ସମୀର ମୋବାଇଲ ଦୋକାନରୁ ଚୋରି ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ସ୍ଥାନୀୟ ଲୋକମାନେ ୩ଜଣ ଚୋରକୁ ଧରି ସିମୁଳିଆ ପୁଲିସକୁ ହସ୍ତାନ୍ତର କରିଛନ୍ତି।

 

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *