Breaking News:   
ପ୍ରକାଶ ପାଇଲା ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE-2025) ଫଳ / ୧୭ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମରେ ନାମ ଲେଖା ନିମନ୍ତେ ହୋଇଥିଲା ପ୍ରବେଶିକା ପରୀକ୍ଷା / ojee.nic.in ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ / ରାଜ୍ୟ ଓ ରାଜ୍ୟ ବାହାରେ ୭୦ଟି କେନ୍ଦ୍ରରେ ୮୦ ହଜାର ୩୨୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ / ନର୍ସିଙ୍ଗ ବ୍ୟତୀତ, ଅନ୍ୟାନ୍ୟ ପାଠ୍ୟକ୍ରମରେ ଆଡ଼ମିସନ ପାଇଁ ୫୫ ହଜାର ୩୬୨ ପରୀକ୍ଷାର୍ଥୀଙ୍କୁ ମିଳିଛି ରାଙ୍କ / ନର୍ସିଙ୍ଗ ପାଠ୍ୟକ୍ରମର ଫଳାଫଳ ପ୍ରକାଶ କରିବ ଡିଏମଇଟି / ଅନୁରାଗ ମିଶ୍ର ଏମ୍‌ବିଏ ଟପ୍ପର ହୋଇଥିବା ବେଳେ ଯତିନ ମେହେର ବି.ଫାର୍ମ, ଏସ୍‌. ସିସେନ୍ଦ୍ରି ଏମ୍‌ସିଏ, ହିତେଶ କୁମାର ଧଳ ଏମ୍‌.ଫାର୍ମ, ଅସ୍ମିତା ସୁବୁଦ୍ଧି ଏମ୍‌.ଆର୍କ ଓ ଉର୍ମିକାନ୍ତ ମଣିନନ୍ଦନ ସାହୁ ଏମ୍‌. ପ୍ଲାନ ଟପ୍ପର