ଛୁଟିରେ ଆସି ସ୍ତ୍ରୀକୁ ପିଟି ପିଟି ମାରିଦେଲେ ସେନା ଯବାନ

ଢେଙ୍କାନାଳ: ଆର୍ମି ଯବାନଙ୍କ ଉନ୍ମତ୍ତକାଣ୍ଡ । ଛୁଟିରେ ଆସି ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା ଅଭିଯୋଗ । ହତ୍ୟା ପରେ ଟାଉନ ଥାନାରେ ସରେଣ୍ଡର କଲା ହତ୍ୟାକାରୀ ସ୍ୱାମୀ । ଶ୍ୱଶୁରଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରି କାନ ଫଟାଇଲେ ଯବାନ । ଘଟଣା ଘଟିଛି  ଢେଙ୍କାନାଳ ବାଜିଚୌକିରେ  । ସ୍ଥଳସେନା କାମ କରୁଥିବା ସତ୍ୟଜିତ ମହାଳିକ ଛୁଟି ନେଇ ଗାଁକୁ ଆସିଥିଲେ । କୌଣସି କାରଣକୁ ନେଇ ସ୍ତ୍ରୀ ମମତା ମହାଳିକଙ୍କୁ ପିଟିପିଟ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *