ଭୁଲରେ ୪ ବର୍ଷର ପୁଅ ଉପରେ କାର୍ ଚଢ଼ାଇଲେ ବାପା, ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ହାଇଦ୍ରାବାଦ୍‌: ବାପାଙ୍କ ଭୁଲ ଯୋଗୁଁ ଚାଲିଗଲା ୪ ବର୍ଷର ପୁଅର ଜୀବନ । ଟିକେ ଅବହେଳା ଗୋଟେ ପୁଅକୁ ତାର ବାପାଙ୍କ ଠାରୁ ଅଲଗା କରିଦେଇଛି ।

Read more

କେୟାର୍ ହୋମରେ ଲାଗିଲା ଭୟଙ୍କର ନିଆଁ, ଜୀବନ୍ତ ଜଳିଗଲେ ୯ଜଣ

ବୁଲଗେରିଆ: ବୁଲଗେରିଆର ଏକ ନର୍ସିଂ ହୋମରେ ନିଆଁ ଲାଗିବା ଫଳରେ ୯ଜଣଙ୍କ ଜୀବନ ଚାଲିଯାଇଛି । ଏଠାରେ ଚିକିସାôଧୀନ ଥିବା ୯ଜଣ ପ୍ରାପ୍ତ ବୟସ୍କଙ୍କ ମୃତ୍ୟୁ ହୋଇଯାଇଛି

Read more

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଅବସର ବୟସ ଓ ପେନ୍‌ସନ୍‌ରେ ହେବ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମୋଦି ସରକାର ବହୁତ ଜଲ୍‌ଦି ଏକ ଖୁସି ଖବର ଦେଇ ପାରନ୍ତି । ସରକାର କର୍ମଚାରୀମାନଙ୍କ ଅବସର ବୟସ ଏବଂ

Read more

୧୯ ବର୍ଷ ପରେ ମହିଳା ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ମୋ ସାଥିରେ…..

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ପୂର୍ବତନ ଫୁଟବଲ ଷ୍ଟାର ତଥା କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ନା’ରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ କ୍ୟୁବାନ ମହିଳା । ତେବେ ଏହି

Read more

ଆନ୍ଧ୍ର : ବନ୍ୟାଜନିତ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି, ୪୨ଟି ଟ୍ରେନ୍ ବାତିଲ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ବିଗତ କିଛିଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ବନ୍ୟା ପ୍ରଭାବରେ ମୃତକଙ୍କ ସଂଖ୍ୟା ୩୧କୁ

Read more

ଭଲ ପାଇବା ଅର୍ଥ ନୁହେଁ ଯେ ପ୍ରେମିକା ସମ୍ପର୍କ ରଖିବାକୁ ସହମତି ପ୍ରକାଶ : ହାଇକୋର୍ଟ

କେରଳ : ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ କେବଳ ପ୍ରେମ ସମ୍ପର୍କ ସୂଚାଏ ନାହିଁ ଯେ ପ୍ରେମିକା ଶାରୀରିକ ସମ୍ପର୍କ ରଖିବା ପାଇଁ ଏକମତ ହେଲେ ବୋଲି । ଜଣେ

Read more

ନିର୍ବନ୍ଧ ପରେ ଭାବି ପତ୍ନୀଙ୍କୁ ପଠାଇ ପାରିବେ ଅଶ୍ଲୀଳ ମେସେଜ, କ’ଣ କହିଲେ କୋର୍ଟ ପୁରା ଘଟଣା ଜାଣନ୍ତୁ….

ମୁମ୍ବାଇ : ଆଜିକାଲି ମେସେଜରୁ ସମ୍ପର୍କ, ଆଉ ସମ୍ପର୍କରୁ ସେକ୍ସ । ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ କେବଳ କଥା ଦିଆ ନିଆରେ ହୋଇଯାଏ ଦେହର

Read more

ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା: ପୁଣି ରାସ୍ତାରେ ଗଡ଼ିବ ୧୦ବର୍ଷର ପୁରୁଣା ଡିଜେଲ ଗାଡ଼ି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କର ବଡ଼ ଘୋଷଣା । ପୁଣି ଥରେ ରାସ୍ତାରେ ଚାଲିପାରିବ ଗାଡ଼ି । ଅର୍ଥାତ ଯଦି ଆପଣଙ୍କର ୧୦ ବର୍ଷ ପୁରୁଣା ଡିଜେଲ ଚାଳିତ

Read more

ବଢ଼ୁଛି ତାଲିବାନର କ୍ରୁରତା, ଖୋଲୁଛି ଅସଲ ମୁଖା….

କାବୁଲ: ଆଫଗାନିସ୍ତାନର ତାଲିବାନ ସରକାର ମହିଳାଙ୍କ ନିମନ୍ତେ ଆଉ ଏକ କଡା ଆଇନ ପ୍ରଣୟନ କରିଛନ୍ତି । ଟେଲିଭିଜନ କାର୍ଯ୍ୟକ୍ରମଗୁଡିକରେ ଭାଗ ନେଉଥିବା ମହିଳା ଉପସ୍ଥାପିକା ଏବଂ

Read more