ବଙ୍ଗ ଲଢ଼େଇର ରଙ୍ଗ

ମୁସ୍‌ଲିମ ଭୋଟ୍ ତୃଣମୂଳ ଏବଂ ବାମ-କଂଗ୍ରେସ ମଧ୍ୟରେ ବିଭକ୍ତ ହୋଇପାରେ ବୋଲି କୁହାଯାଉଥିଲେ ହେଁ ବାସ୍ତବରେ ସଂଖ୍ୟାଲଘୁ ଭୋଟ୍ ମମତା ବାନାର୍ଜୀଙ୍କ ପଛରେ ଅଧିକ ଏକୀଭୂତ ହେଉଛି

Read more

କଂଗ୍ରେସରେ ଗୃହଯୁଦ୍ଧ

  ବିଦ୍ରୋହୀମାନେ ବିଶ୍ୱାସ କରନ୍ତି ଯେ ଯୁବରାଜ ରାହୁଲ୍ ଦଳର ନେତୃତ୍ୱ ନେବାରେ ଅସମର୍ଥ । ଦୁର୍ଭାଗ୍ୟବଶତଃ ରାହୁଲ୍‌ଙ୍କୁ ଦଳର ଉପଦେଷ୍ଟାମାନେ ଅତ୍ୟଧିକ ଉଜ୍ଜ୍ୱଳ, ସୁପର-ବିଶ୍ୱସ୍ତ(ଅପେକ୍ଷାକୃତ) ଯୁବ

Read more