ଆମଦାନୀ ହେଉଥିବା କରୋନା ଟିକା ଉପରୁ କଷ୍ଟମ୍ ଡ୍ୟୁଟି ଛାଡ଼ କଲେ ସରକାର

ନୂଆଦିଲ୍ଲୀ: କରୋନା ଟିକା ଆମଦାନୀ ଉପରେ କଷ୍ଟମ୍ ଡ୍ୟୁଟି ଛାଡ଼ କଲେ କେନ୍ଦ୍ର ସରକାର । ଏଥିସହିତ ଅକ୍ସିଜେନ୍ ଉପରୁ ସ୍ୱାସ୍ଥ୍ୟ ସେସ୍ ମଧ୍ୟ ଛାଡ଼ କରାଯାଇଛି ।

Read more

ମନକୁ ମନ ୟୁଜରଙ୍କୁ ବ୍ୟାନ୍ କରୁଛି ହ୍ୱାଟ୍ସଆପ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ କିମ୍ବା ମେସେଜ୍ ପଢୁଥିବା ବେଳେ ଅନେକ ସମୟରେ ଏହା ଲଗ୍ ଆଉଟ୍ ହୋଇଯାଉଥିବା ନେଇ ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ଅଭିଯୋଗ କରିଛନ୍ତି ।

Read more

ହାଇଡ୍ରୋଜେନ୍ ପରିସଂସ୍ଥାନର ବିକାଶ ପାଇଁ ପଦକ୍ଷେପ ନେଉଛି ଭାରତ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ହାଇଡ୍ରୋଜେନର ଇକୋସିଷ୍ଟମକୁ ବିକଶିତ କରିବା ପାଇଁ ଭାରତ ପଦକ୍ଷେପ ନେଉଅଛି ବୋଲି ଗୁରୁବାର ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନ୍ତର୍ଗତ ‘ଦ

Read more

ଏଭର୍ ଗେିଭନ୍ ଜାହାଜ ଉପେର ୭,୫୦୦ କୋଟିର ଜୋରିମାନା

ନୂଆଦିଲ୍ଲୀ : ଭୁମଧ୍ୟସାଗର ଓ ଲୋହିତ ସାଗରକୁ ସେଂଯାଗ କରୁଥିବା ଜଳପଥ ସୁଏଜ୍ କେନାଲ୍େ‌ର ଏକ ସପ୍ତାହ ଧରି ଫସି ରହିଥିବା ଏଭର୍ ଗେିଭନ୍ ଜାହାଜ ଉପେର

Read more

ବଜାରରେ ହ୍ୟୁଣ୍ଡାଇ ଅଲକାଜାରର

ଭୁବନେଶ୍ୱର : ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲି. ଭାରତର ପ୍ରଥମ ସ୍ମାର୍ଟ ମୋବିଲିଟି ସମାଧାନ ପ୍ରଦାନକାରୀ କମ୍ପାନୀ ପକ୍ଷରୁ ହ୍ୟୁଣ୍ଡାଇ ଅଲକାଜାରର ପ୍ରତୀକ ପ୍ରଦର୍ଶନ କରାଯାଇଛି ।

Read more

ଏସି ଓ ଏଲ୍‌ଇଡି ଲାଇଟ୍ ପାଇଁ ୬,୨୩୮ କୋଟି ଟଙ୍କାର ପିଏଲ୍‌ଆଇ ସ୍କିମ୍ ମଞ୍ଜୁରୀ

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତର ସଂକଳ୍ପକୁ ସାକାର ସାକାର କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

Read more

ସେନ୍‌ସକ୍ସ, ନିଫ୍ଟିର ଲାଭଦାୟକ ପ୍ରତ୍ୟାବର୍ତ୍ତନ ତଥା ଶକ୍ତି ଓ ଆଇଟି ଷ୍ଟକ୍‌ର ଦୈନିକ ବୃଦ୍ଧି

ନୂଆଦିଲ୍ଲୀ : ନିବେଶକମାନେ ଶକ୍ତି, ଆଇଟି ଏବଂ ଫାର୍ମା ଅଂଶଧନ ଛଡ଼ାଇ ନେଇଥିବାରୁ ବେଞ୍ଚମାର୍କ ସୂଚକାଙ୍କ ସୋମବାର ସେନସକ୍ସ ଏବଂ ନିଫ୍ଟି ଦୁଇଟି ଅଧିବେଶନ ହ୍ରାସ ପରେ

Read more