ନୂଆବର୍ଷ ପୂର୍ବରୁ ବଦଳିଲା ୨ ଚକିଆଙ୍କ ପାଇଁ ନିୟମ; ଟିକିଏ ଭୁଲ୍‌ ପାଇଁ କଟିବ ମୋଟା ଅଙ୍କର ଚାଲାଣ..

ନୂଆବର୍ଷ ପୂର୍ବରୁ ବଦଳିଲା ୨ ଚକିଆଙ୍କ ପାଇଁ ନିୟମ; ଟିକିଏ ଭୁଲ୍‌ ପାଇଁ କଟିବ ମୋଟା ଅଙ୍କର ଚାଲାଣ

news by bijay kumar panda

ନୂଆଦିଲ୍ଲୀ/ଭୁବନେଶ୍ୱର ୨୪-୧୨-୨୦୨୪ (ବି.ଏନ .ଓ ) :    ସାରା ଦେଶରେ କୋଟି କୋଟି ଲୋକେ ବିଭିନ୍ନ ପ୍ରକାର ଗାଡି ଚଲାଇ ଥାନ୍ତି । କିଛି ଚାରିଚକିଆ ତ କିଛି ୨ ଚକିଆ । ଏହାସହ ଅନ୍ୟାନ୍ୟ ମାଲ ପରିବହନ କରୁଥିବା ଅନ୍ୟାନ୍ୟ ଗାଡି ମଧ୍ୟ ଚାଲୁଛି । ରାସ୍ତାରେ ଯାତାୟତ ପାଇଁ କିଛି ନିୟମ ରହିଛି । ବିଶେଷ କରି ଗାଡି ଚାଳନା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍‌ ନିୟମ ରହିଛି । ନିୟମର ଉଲ୍ଲଙ୍ଘନ କରିବା ଦ୍ୱାରା ଟ୍ରାଫିକ୍‌ ବିଭାଗ ପକ୍ଷରୁ ଜୋରିମାନା ଆଦାୟ କରାଯାଏ । ନୂଆବର୍ଷ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି । ଠିକ୍‌ ନୂଆ ବର୍ଷ ପୂର୍ବରୁ ୨ ଚକିଆ ଯାନ ଚଳାଚଳ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ବଦଳିଛି କିଛି ନିୟମ । ଏହି ନିୟମକୁ ଅଣଦେଖା କରିବା ଦ୍ୱାରା ମୋଟା ଅଙ୍କର ଚାଲାଣ ଦେବାକୁ ପଡିବ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *