ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ବିଦୁସ୍ମିତା ଓ ଶୁଭଲକ୍ଷ୍ମୀ ଉତୀର୍ଣ୍ଣ 

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ବିଦୁସ୍ମିତା ଓ ଶୁଭଲକ୍ଷ୍ମୀ ଉତୀର୍ଣ୍ଣ 

ପରଜଙ୍ଗ, ୨୧-୧୦-୨୦୨୪(ବି .ଏନ .ଓ ): ପରଜଙ୍ଗ ବ୍ଲକ କନ୍ଦର ସିଂହା ଗ୍ରାମ ପଞ୍ଚାୟତରର ସରପଞ୍ଚ ବିଜେନ୍ଦ୍ର କୁମାର ସାହୁ, ମାତା ଶିକ୍ଷୟିତ୍ରୀ ରତନି ସାହୁ ଙ୍କ ସୁଯୋଗ୍ୟ ସନ୍ତାନ ବିଦୁସ୍ମିତା ସାହୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୯୧ ଶିରିଏଲ ରେ ସଫଳତା ର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ବର୍ତ୍ତମାନ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି। ସେ ତାଙ୍କ ବଡ଼ ଭାଇ ଆଲେନ ଇନଷ୍ଟିଚ୍ୟୁଟ ର ଅଧ୍ୟାପକ ବିଶ୍ବରଂଜନ ସାହୁଙ୍କ ତତ୍ତ୍ଵାବଧାନରେ ରେ ପ୍ରୟାସ କରି ଏହି ପରୀକ୍ଷାରେ ପ୍ରଥମ ପ୍ରୟାସ ରେ ସଫଳ ହୋଇଛନ୍ତି। ସେ ସରାଙ୍ଗ ନବୋଦୟ ବିଦ୍ୟାଳୟର ଛାତ୍ରୀ ଥିଲେ। ସେ ସରକାରୀ ଇଞ୍ଜିନିୟରିଂ କଲେଜ୍ କେନ୍ଦୁଝରରେ ୨୦୨୦ ମସିହାରେ ବି – ଟେକ୍ ମେକାନିକାଲ ପାସ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *