ଟି-୨୦ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରୀକେଟ୍ ଟିମକୁ ଅଭିନନ୍ଦନ – ବିଶ୍ଵ ରଞ୍ଜନ ।

କୁଏତ :-BNO- ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଥିବାରୁ ଭାରତୀୟ କ୍ରୀକେଟ୍ ଟିମକୁ କୁ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ସଭାପତି ( ପ୍ରବାସୀ ଭାରତୀୟ ଓଡ଼ିଶା ସଙ୍ଘ, କୁଏତ / ଭାରତ ସେବା ଦର୍ଶନ ଚ୍ୟାରୀ ଟେବୁଲ୍ ସଂସ୍ଥା/ ୱାର୍ଲ୍ଡ୍ ଓଡ଼ିଶା ସୋସାଇଟି, କୁଏତ / ଡବ୍ଲୁ ସି ସି / ଆନ୍ତ୍ର ଯାର୍ତ୍ରୀୟ ମାନବ ଅଧିକାର ରକ୍ଷକ ସଂସ୍ଥା/ ମୋ ସହାୟ )ଙ୍କ ତରଫରୁ ନିଜର ଅଭିନନ୍ଦନ ଜଣାଇଛନ୍ତି।

ସେ କହିଛନ୍ତି, ଭାରତୀୟ ଟିମ୍ ର ଏହି କୃତିତ୍ୱ ପାଇଁ ସମଗ୍ର ଦେଶ ଗର୍ବିତ ଏବଂ ଟିମ୍ ପ୍ରଦର୍ଶନକୁ ଦେଶ ବିଦେଶରେ ପ୍ରଶଂସା କରାଯାଉଛି, ଟୁର୍ଣ୍ଣାମେଣ୍ଟରେ ପ୍ରତିଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଏହା ବିଜୟକୁୂ ସମସ୍ତ ଙ୍କ ହୃଦୟ ରେ ଅଧିକସ୍ୱତନ୍ତ୍ର କରିଛି। ଭାରତୀୟ କ୍ରିକେଟ ଟିମ୍ ସମଗ୍ର ଦେଶ ଆଜି
ଆମେ ଗର୍ବିତ। ଏହି ମ୍ୟାଚ୍ ଐତିହାସିକ ବିଜୟ ଅଟେ।

ଦକ୍ଷିଣ ଆଫ୍ରିକାଠାରୁ ଟି୨୦ ବିଶ୍ବକପ ଛଡାଇ ଆଣିଛି ଟିମ୍ ଇଣ୍ଡିଆ । ଟି୨୦ ବିଶ୍ୱକପ ଜିତି ଭାରତ ବିଶ୍ଵ ବିଜୟୀ ହେଲା ପରେ ସାରା ଭାରତବର୍ଷରେ ଉତ୍ସବ ଦେଖିବାକୁ ମିଳିଛି ।

ଏହା ସହିତ ଭାରତ ଚାରିଥର ପାଇଁ କ୍ରିକେଟ ବିଶ୍ଵକପ ଜିତିଲା ଇଣ୍ଡିଆ; ଦୁଇଥର ଦିନିକିଆ ଓ ଟି-୨୦, କପିଲ ଦେବ୍ ଓ ଧୋନୀଙ୍କ ପରେ ରୋହିତ
୧୭ ବର୍ଷ ପରେ ଆଉ ଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ତୋଳିଛି ।
ଏଥି ସହିତ ଭାରତ ମଧ୍ୟ ଦିନିକିଆ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦୁଇ ଥର ଲେଖାଏଁ ଜିତିବାର ସୌଭାଗ୍ୟ ପାଇଛି ।

୧୯୮୩ରେ କପିଳ ଦେବଙ୍କ ଦଳ ଏବଂ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଦିନିକିଆ ବିଶ୍ବକପ୍ ଜିତିଥିଲା। ସେହିଭଳି ୨୦୦୭ରେ ଧୋନିଙ୍କ ଦଳ ପ୍ରଥମ ସଂସ୍କରଣ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦକ୍ଷିଣ ଆଫ୍ରିକାରେ ଜିତିଥିଲା।

୧୯୮୩ ରେ ମିଳିଥିଲା ପ୍ରଥମ ବିଜୟ । ୧୯୮୩ ମସିହାରେ ଭାରତ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ୍ ଟ୍ରଫି ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ଦଳ ଦିନିକିଆ ବିଶ୍ୱକପ ଟାଇଟଲ ଜିତି ପାରିବ ବୋଲି କେହି ପୂର୍ବାନୁମାନ କରିନଥିଲେ । କିନ୍ତୁ କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତ ଇତିହାସ ସୃଷ୍ଟି କରି ଟ୍ରଫିକୁ କାବୁ କରିଥିଲା ।

୨୦୦୭ରେ ଟି-୨୦ ବିଶ୍ଵକପ ଟ୍ରଫି, ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ୨୦୦୭ ମସିହାରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ଟ୍ରଫି ହାସଲ କରି ଇତିହାସ ସୃଷ୍ଟି କରିଥିଲା । ଭାରତୀୟ ଦଳ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ରନରେ ପରାସ୍ତ କରି ଟି୨୦ ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା । ଏହି ବିଜୟ ନୂଆ ପିଢ଼ି ପାଇଁ ଏକ ଆଭାସ ଥିଲା । କ୍ରିକେଟର ନୂଆ ପରିଭାଷା ଆରମ୍ଭ ହୋଇଥିଲା ।

୨୦୧୧ ମସିହାରେ ଦିନିକିଆ ବିଶ୍ଵକପ ଭାରତ ଜିତିଥିଲା, ପୁଣିଥରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏକଦିବସୀୟ ବିଶ୍ୱକପ ଟାଇଟଲ ଜିତିବାରେ ସଫଳ ହୋଇଥିଲା । ୨୦୧୧ ଦିନିକିଆ ବିଶ୍ୱକପ୍ ରେ ଭାରତୀୟ ଦଳ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ବିଶ୍ୱକପ ଟ୍ରଫି କବଜା କରିଥିଲା । ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ଭାରତ ଏହି ରେକର୍ଡ଼ କରିଥିଲା ।

୨୦୨୪ ଟି-୨୦ ବିଶ୍ଵକପ ବିଜୟ ରୋହିତ ଶର୍ମାଙ୍କ ଅଧିନାୟକତ୍ଵ ଫଳରେ ଜିତିଲା ଭାରତ । ଦୀର୍ଘ ୧୬ ବର୍ଷ ପରେ ଟି-୨୦ ବିଶ୍ଵକପ ଜିତିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି ମ୍ୟାନ ଅଫ୍ ଦି ମ୍ୟାଚ ହୋଇଛନ୍ତି । ସାଉଥ୍ ଆଫ୍ରିକାକୁ ୭ ରନରେ ହରାଇ ବିଶ୍ଵ ଚମ୍ପିୟାନ ହୋଇଛନ୍ତି ଟିମ୍ ଇଣ୍ଡିଆ ।

ଟି-୨୦ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରୀକେଟ୍ ଟିମକୁ ଅଭିନନ୍ଦନ – ବିଶ୍ଵ ରଞ୍ଜନ ।

କୁଏତ :- (୧-୦୭-୨୦୨୪) ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଥିବାରୁ ଭାରତୀୟ କ୍ରୀକେଟ୍ ଟିମକୁ କୁ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ସଭାପତି ( ପ୍ରବାସୀ ଭାରତୀୟ ଓଡ଼ିଶା ସଙ୍ଘ, କୁଏତ / ଭାରତ ସେବା ଦର୍ଶନ ଚ୍ୟାରୀ ଟେବୁଲ୍ ସଂସ୍ଥା/ ୱାର୍ଲ୍ଡ୍ ଓଡ଼ିଶା ସୋସାଇଟି, କୁଏତ / ଡବ୍ଲୁ ସି ସି / ଆନ୍ତ୍ର ଯାର୍ତ୍ରୀୟ ମାନବ ଅଧିକାର ରକ୍ଷକ ସଂସ୍ଥା/ ମୋ ସହାୟ )ଙ୍କ ତରଫରୁ ନିଜର ଅଭିନନ୍ଦନ ଜଣାଇଛନ୍ତି।

ସେ କହିଛନ୍ତି, ଭାରତୀୟ ଟିମ୍ ର ଏହି କୃତିତ୍ୱ ପାଇଁ ସମଗ୍ର ଦେଶ ଗର୍ବିତ ଏବଂ ଟିମ୍ ପ୍ରଦର୍ଶନକୁ ଦେଶ ବିଦେଶରେ ପ୍ରଶଂସା କରାଯାଉଛି, ଟୁର୍ଣ୍ଣାମେଣ୍ଟରେ ପ୍ରତିଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଏହା ବିଜୟକୁୂ ସମସ୍ତ ଙ୍କ ହୃଦୟ ରେ ଅଧିକସ୍ୱତନ୍ତ୍ର କରିଛି। ଭାରତୀୟ କ୍ରିକେଟ ଟିମ୍ ସମଗ୍ର ଦେଶ ଆଜି
ଆମେ ଗର୍ବିତ। ଏହି ମ୍ୟାଚ୍ ଐତିହାସିକ ବିଜୟ ଅଟେ।

ଦକ୍ଷିଣ ଆଫ୍ରିକାଠାରୁ ଟି୨୦ ବିଶ୍ବକପ ଛଡାଇ ଆଣିଛି ଟିମ୍ ଇଣ୍ଡିଆ । ଟି୨୦ ବିଶ୍ୱକପ ଜିତି ଭାରତ ବିଶ୍ଵ ବିଜୟୀ ହେଲା ପରେ ସାରା ଭାରତବର୍ଷରେ ଉତ୍ସବ ଦେଖିବାକୁ ମିଳିଛି ।

ଏହା ସହିତ ଭାରତ ଚାରିଥର ପାଇଁ କ୍ରିକେଟ ବିଶ୍ଵକପ ଜିତିଲା ଇଣ୍ଡିଆ; ଦୁଇଥର ଦିନିକିଆ ଓ ଟି-୨୦, କପିଲ ଦେବ୍ ଓ ଧୋନୀଙ୍କ ପରେ ରୋହିତ
୧୭ ବର୍ଷ ପରେ ଆଉ ଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ତୋଳିଛି ।
ଏଥି ସହିତ ଭାରତ ମଧ୍ୟ ଦିନିକିଆ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦୁଇ ଥର ଲେଖାଏଁ ଜିତିବାର ସୌଭାଗ୍ୟ ପାଇଛି ।

୧୯୮୩ରେ କପିଳ ଦେବଙ୍କ ଦଳ ଏବଂ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଦିନିକିଆ ବିଶ୍ବକପ୍ ଜିତିଥିଲା। ସେହିଭଳି ୨୦୦୭ରେ ଧୋନିଙ୍କ ଦଳ ପ୍ରଥମ ସଂସ୍କରଣ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦକ୍ଷିଣ ଆଫ୍ରିକାରେ ଜିତିଥିଲା।

୧୯୮୩ ରେ ମିଳିଥିଲା ପ୍ରଥମ ବିଜୟ । ୧୯୮୩ ମସିହାରେ ଭାରତ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ୍ ଟ୍ରଫି ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ଦଳ ଦିନିକିଆ ବିଶ୍ୱକପ ଟାଇଟଲ ଜିତି ପାରିବ ବୋଲି କେହି ପୂର୍ବାନୁମାନ କରିନଥିଲେ । କିନ୍ତୁ କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତ ଇତିହାସ ସୃଷ୍ଟି କରି ଟ୍ରଫିକୁ କାବୁ କରିଥିଲା ।

୨୦୦୭ରେ ଟି-୨୦ ବିଶ୍ଵକପ ଟ୍ରଫି, ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ୨୦୦୭ ମସିହାରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ଟ୍ରଫି ହାସଲ କରି ଇତିହାସ ସୃଷ୍ଟି କରିଥିଲା । ଭାରତୀୟ ଦଳ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ରନରେ ପରାସ୍ତ କରି ଟି୨୦ ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା । ଏହି ବିଜୟ ନୂଆ ପିଢ଼ି ପାଇଁ ଏକ ଆଭାସ ଥିଲା । କ୍ରିକେଟର ନୂଆ ପରିଭାଷା ଆରମ୍ଭ ହୋଇଥିଲା ।

୨୦୧୧ ମସିହାରେ ଦିନିକିଆ ବିଶ୍ଵକପ ଭାରତ ଜିତିଥିଲା, ପୁଣିଥରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏକଦିବସୀୟ ବିଶ୍ୱକପ ଟାଇଟଲ ଜିତିବାରେ ସଫଳ ହୋଇଥିଲା । ୨୦୧୧ ଦିନିକିଆ ବିଶ୍ୱକପ୍ ରେ ଭାରତୀୟ ଦଳ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ବିଶ୍ୱକପ ଟ୍ରଫି କବଜା କରିଥିଲା । ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ଭାରତ ଏହି ରେକର୍ଡ଼ କରିଥିଲା ।

୨୦୨୪ ଟି-୨୦ ବିଶ୍ଵକପ ବିଜୟ ରୋହିତ ଶର୍ମାଙ୍କ ଅଧିନାୟକତ୍ଵ ଫଳରେ ଜିତିଲା ଭାରତ । ଦୀର୍ଘ ୧୬ ବର୍ଷ ପରେ ଟି-୨୦ ବିଶ୍ଵକପ ଜିତିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି ମ୍ୟାନ ଅଫ୍ ଦି ମ୍ୟାଚ ହୋଇଛନ୍ତି । ସାଉଥ୍ ଆଫ୍ରିକାକୁ ୭ ରନରେ ହରାଇ ବିଶ୍ଵ ଚମ୍ପିୟାନ ହୋଇଛନ୍ତି ଟିମ୍ ଇଣ୍ଡିଆ ।

Spread

Leave a Reply

Your email address will not be published. Required fields are marked *