ସନ୍ଥ ନିରଂକାରୀ ମଣ୍ଡଳ ତରଫରୁ ସତସଙ୍ଗ ଦ୍ବାରା ଗଡ ଗଡିଆ ଘାଟ ସଫେଇ

ସନ୍ଥ ନିରଂକାରୀ ମଣ୍ଡଳ ତରଫରୁ ସତସଙ୍ଗ ଦ୍ବାରା ଗଡ ଗଡିଆ ଘାଟ ସଫେଇ
କଟକ:26.02.24 B.N.O. ସନ୍ଥ ନିରଂକାରୀ ମଣ୍ଡଳ ସତସଙ୍ଗ ଗଡ ଗଡିଆ ଘାଟ ଠାରେ ମହାନଦୀ ଜଳ ଓ ତଟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ମହାନ୍ ସଫେଇ କାର୍ଯ୍ୟକ୍ରମରେ ସଂଘର 500ଭାଇ ଭଉଣୀମାନଙ୍କୁ ନେଇ କାର୍ଯ୍ୟକ୍ରମ କରାଯାଇଥିଲା ।ଏଥିରେ ମୂଖ୍ୟ ଅତିଥି ଭାବେ ସିଏମସି ମେୟର ମେୟର ସୁବାଷ ସିଂହ ଯୋଗ ଦେଇଥିଲେ ।ଏହି କର୍ମଶାଳା କୁ ବହୁତ ପ୍ରଶଂସା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଡା ପୂର୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ବହୁତ ପ୍ରଶଂସା କରିଥିଲେ ।ସନ୍ଥ ନିରଂକାରୀ କଟକ ଶାଖାର ସମ୍ପାଦକ ସଂଚାଳକ ଦେବ ଦାସ ସ୍ବାଇଁ ସୁପରିଚାଳନା କରିଥିଲେ ।ଓ କ୍ଷେତ୍ରରେ ସଂଚାଳକ ଅକ୍ଷୟ କୁମାର ମହାରଣା ସହଯୋଗ କରିଥିଲେ ।ସେବା ଦଳର ଶିକ୍ଷକ ଜୟ ଶଙ୍କର ଜୟସ୍ବାଲ,ସୁଦର୍ଶନ ପଣ୍ଡା, କିଶୋର କୁମାର ମହାନ୍ତି, ମୋହନ ଶାହା ପ୍ରମୁଖ ଯୋଗଦେଇ ସଫେଇ କାର୍ଯ୍ୟକ୍ରମ କରିଥିଲେ ।ଶେଷରେ ରାମଚନ୍ଦ୍ର ଗୁଗୁ ନାନୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଉପସ୍ଥିତ ସମସ୍ତ ସଦସ୍ୟ ଦେଖି ବହୁତ ପ୍ରଶଂସା କରିଥି

NEWS BY UMAKANTA JENA

ଲେ ।

Spread

Leave a Reply

Your email address will not be published. Required fields are marked *