ରେଞ୍ଚ ଶାସନ,ତମ୍ପା ଳ, ବାହାରଣା ପଞ୍ଚାୟତ ରେ ଆମ ଓଡ଼ିଶା କାର୍ଯ୍ୟକ୍ରମ ।

ରେଞ୍ଚ ଶାସନ,ତମ୍ପା ଳ, ବାହାରଣା ପଞ୍ଚାୟତ ରେ ଆମ ଓଡ଼ିଶା କାର୍ଯ୍ୟକ୍ରମ ।

NEWS BY BASANTA KUMAR DAS

ନିମାପଡା:14.02.24 B.N.O.(ବସନ୍ତ ଦାସ) ନିମାପଡା ବ୍ଲକ ରେଞ୍ଚ ଶାସନ ପଞ୍ଚାୟତ କାର୍ଯ୍ୟାଳୟ ପଡିଆ , ବାହାରଣା ପଞ୍ଚାୟତ ମଠତୋଟା ମେଲଣ ପଡିଆ ଏବଂ ତମ୍ପାଳ ପଞ୍ଚାୟତ କାର୍ଯ୍ୟାଳୟ ପଡିଆ ଠାରେ ଆମ ଓଡିଶା ନବୀନ ଓଡିଶା ତରଫରୁ ପଞ୍ଚାୟତ ସ୍ତରୀୟ ସତେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ସମୀର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାର ଙ୍କ ଗ୍ରାମାଞ୍ଚଳ ଭିତିଭୂମିର ବିକାଶ ,ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ , ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତିକରଣ , ମହିଳା ସଶକ୍ତିକରଣ ଓ ଭିତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ, ଉଚ୍ଚ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରନ , କ୍ରୀଡା ଭିତିଭୂମିର ବିକାଶ, ସୁଗମ ପରିବହନ ର ବିକାଶ ବିଷୟରେ ଲୋକମାନଙ୍କୁ ସଚେତନ କରିଥିଲେ l ଏବଂ ଆସନ୍ତା ଦିନରେ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ – ଶଙ୍କର ଭୋଇବ୍ଲକ ଉପାଧ୍ୟକ୍ଷା- ଅନୁସୟା ମହାନ୍ତିଜିଲ୍ଲପରିଷଦ – ପ୍ରଦୀପ୍ତ ଖଟୋଇବ୍ଲକ ସଭାପତି – ଅଶୋକ ସାହୁସାଂସଦ ଙ୍କ ପ୍ରତିନିଧି – ସୁଧୀର ରଞ୍ଜନ ଦାଶ  ପୂର୍ବତନ ଉପାଧ୍ୟକ୍ଷ- ଅଜୟ ସ୍ୱାଇଁରେଞ୍ଚ ସରପଞ୍ଚ – ପ୍ରସନ ସ୍ୱାଇଁସମିତି ସଭ୍ୟ- ପ୍ରିୟଦର୍ଶିନୀସଭାପତି- ବିଷ୍ଣୁ ମହାନ୍ତିବାହାରଣା ସରପଞ୍ଚ- ଅମିତା ସ୍ୱାଇଁସମିତି ସଭ୍ୟ- ସନ୍ତୋଷ ମେକାପସଭାପତି- ସର୍ବେଶ୍ୱର ରଥଯୁବ ସଭାପତି – ପୂର୍ଣଚନ୍ଦ୍ର ସ୍ୱାଇଁତମ୍ପାଳ ସରପଞ୍ଚ- ସସ୍ମିତା ଖଟୋଇସଭାପତି- ଲିଙ୍ଗରାଜ ପଣ୍ଡାକନିଷ୍ଠ ଯନ୍ତ୍ରୀଗୌରଙ୍ଗ ସେଠିପିଓ ପୁଷ୍ପକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Spread

Leave a Reply

Your email address will not be published. Required fields are marked *