ନିଆଳୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ।

ନିଆଳୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ।

Report-ଦ୍ୱିଜବର ମହାପାତ୍ର

ନିଆଳୀ -11.02.24 B.N.O.(ଦ୍ୱିଜବର ମହାପାତ୍ର) ନିଆଳୀ ବ୍ଲକ ଅନ୍ତର୍ଗତ ମାଧବ ଗ୍ରାମପଞ୍ଚାୟତର ଅତିଥି ଭବନ ପରିସରରେ ନିଆଳୀ ମହୋତ୍ସବ ନିମନ୍ତେ ନିଆଳୀ ବିଧାୟକ ଡ ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ ଙ୍କ ଉପସ୍ଥିତିରେ ନିଆଳୀ ବ୍ଲକର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା,ସମସ୍ତ ସରପଞ୍ଚ ,ସମସ୍ତ ସମିତି ସଭ୍ୟ/ସଭ୍ୟା ,ଆତ୍ମାର ଅଧକ୍ଷ ବିଷ୍ଣୁ ଚରଣ ସ୍ୱାଇଁ, ସାଂସଦ ଙ୍କ ପ୍ରତିନିଧି ଆଦିତ୍ୟ ପାଣି ,ନିଆଳୀର ଅନେକ ବୁଦ୍ଧିଜୀବି ଓ ମୁରବୀ ଏବଂ ଶୁଭେଛୁ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଆରମ୍ଭ କରାଯାଇ ନିଆଳୀ ମହୋତ୍ସବରେ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି ବୋଲି ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସ୍ୱାଇଁ ସୂଚନା ଦେଇଛନ୍ତି ।

Spread

Leave a Reply

Your email address will not be published. Required fields are marked *