ପଣ୍ଡାପଡା ଅମ୍ବିକା ହାଇସ୍କୁଲରେ ୪୪ତମ ବାର୍ଷିକ କ୍ରୀଡା ଉତ୍ସବ | 

ପଣ୍ଡାପଡା ଅମ୍ବିକା ହାଇସ୍କୁଲରେ ୪୪ତମ ବାର୍ଷିକ କ୍ରୀଡା ଉତ୍ସବ | 

ଘଟଗାଁ :20.12.23 (B.N.O.)ବିଷ୍ଣୁ ନନ୍ଦ ବେହେରା ଙ୍କ ରିପୋର୍ଟ :ଘଟଗାଁ ବ୍ଲକ ଅନ୍ତର୍ଗତ ପଣ୍ଡାପଡ଼ା ଠାରେ ଅମ୍ବିକା ହାଇସ୍କୁଲରେ ୪୪ତମ ବାର୍ଷିକ ଉତ୍ସବ ହୋଇଯାଇଛି |ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଶ୍ମିତା ମହାପାତ୍ର ପତାକା ଉତ୍ତଳୋନ କରି କ୍ରୀଡା ଉର୍ଦଘାଟନ କରିଥିଲେ | ଏଠାରେ ମୁଖ୍ୟ ଅଥିତି ଭାବେ ପଣ୍ଡାପଡା ସରପଞ୍ଚ ପ୍ରିୟରଞ୍ଜନ ନାଏକ ଯୋଗ ଦେଇଥିଲେ ଏବଂ ଘଟଗାଁ ବ୍ଲକ ବିଜୁଜନତା ଦଳ ସାଧାରଣ ସମ୍ପାଦକ ଦୃର୍ଯ୍ୟଧନ ବାରିକ ଏହି ଉତ୍ସବରେ ବିଭିନ୍ନ ବିଭାଗରେ କ୍ରୀଡା ଆୟଜିତ ହୋଇଥିଲା |କ୍ରୀଡା ଶିକ୍ଷକ ସୁବ୍ରତ ଲେଙ୍କା, ଅଟୋମୋବାଇଲ ଶିକ୍ଷକ ଶ୍ରୀମନ୍ତ ମହାନ୍ତ,ଅନ୍ୟତମ ଶିକ୍ଷକ ଚନ୍ଦ୍ରଭାନୁ ପଣ୍ଡା, ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ନାଏକ, ସାଗରିକା ବେହେରା, ଇତିସମ୍ପୂର୍ଣ୍ଣl ସାହୁ, ସ୍ଵାଗତିକା ମଲ୍ଲୀକ, ମିତା ସେଠୀ, ପ୍ରଫୁଲ କୁମାର ବେହେରା,ଗୌରୀ ମୁଖୀ ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ |

ବିଷ୍ଣୁ ନନ୍ଦ ବେହେରା ଙ୍କ ରିପୋର୍ଟ(ଘଟଗାଁ)
Spread

Leave a Reply

Your email address will not be published. Required fields are marked *