ସଂଗ୍ରାମ ଭୋଇଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ସଂଗ୍ରାମ ଭୋଇଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା
କଟକ:16.12.23(B.N.O.)କଟକ ସଦର ସୁମାଣ୍ଡି ଗ୍ରାମର ସଗ୍ରାମ ଭୋଇଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରାରେ ସ୍ଥାନୀୟ ଶଂଖତ୍ରାଶ ବଜାରରୁ ବାହାରି ଶୁମାଣ୍ଡି ଶନିମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ।ଏହି ଶୋଭାଯାତ୍ରାରେ ଅନେକ କ୍ରିଡାପ୍ରେମୀ 

NEWS BY UMAKANTA JENA (CUTTACK)

ସ୍ଥାନୀୟ ବୁଦ୍ଧିଜୀବୀ ସାହି ମୁରବୀ ଯୋଗଦେଇଥିଲେ।ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ଉପସ୍ଥିତେର ଏକ ସ୍ମୃତି ସଭା ଓ ନିରବ ପ୍ରାର୍ଥନା କରାଯାଇଥିଲା । ସଂଗ୍ରାମ ଥିଲେ ଅଞ୍ଚଳରେ ଜଣେ ସୁପରିଚିତ କ୍ରିଡାବିତ୍ତ୍ ତାଙ୍କର ଅକାଳ ବିୟୋଗରେ ସ୍ଥାପୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଯୁବକ ସଂଘ ପକ୍ଷରୁ ସୁଧିର କୁମାର ପ୍ରଧାନ, ପ୍ରକାଶ ଦାସ, ନବକୀଶୋର କାଣ୍ଡି,ପ୍ରଭାସ କୁମାର ଭୋଇ,ଗୋବିନ୍ଦ ଭୋଇ,ଧୀରେଦ୍ର କାଣ୍ଡି ଏବଂ ଅନେକ ଯୁବକ ଯୋଗଦେଇ ଥିଲେ।

Spread

Leave a Reply

Your email address will not be published. Required fields are marked *