ଗୁରୁଶିଷ୍ୟର ପରମ୍ପରା ଅତ୍ୟନ୍ତ ନିଆରା।

ଗୁରୁଶିଷ୍ୟର ପରମ୍ପରା ଅତ୍ୟନ୍ତ ନିଆରା।

BBSR :04.09.23 BREAKING NEWS ODIA  ଗୁରୁଶିଷ୍ୟର ପରମ୍ପରା ଅତ୍ୟନ୍ତ ନିଆରା। ଗୁରୁ ବିନା ଶିଷ୍ୟର ଭବିଷ୍ୟତ ଅନ୍ଧକାର। ତେଣୁ ପ୍ରତ୍ୟେକ ବ୍ୟକ୍ତି ଗୁରୁଙ୍କ ଆଶୀର୍ବାଦରୁ ସମାଜରେ ପ୍ରତିଷ୍ଠା ଅର୍ଜନ କରିଥାନ୍ତି। ରାତି ପାହିଲେ ଦେଶବ୍ୟାପି ଗାଁରୁ ସହର ଯାଏଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ପାଳନ କରାଯିବ। ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀକୁ ଗୁରୁଦିବସ ଭାବେ ପାଳନ କରାଯାଇଥାଏ। ତାଙ୍କର ଆଦର୍ଶରେ ଛାତ୍ରସମାଜ ଅନୁପ୍ରାଣୀତ ହେବାକୁ ପ୍ରତ୍ୟେକ ବର୍ଷ ଏହିଦିନକୁ ମନେପକାଯାଇଥାଏ। ଆମ ଦେଶ ଯୁଗେ ଯୁଗେ ଆଦର୍ଶ ଗୁରୁ-ଶିଷ୍ୟ ପରମ୍ପରାର ଅଜସ୍ର ଉଦାହରଣ ସୃଷ୍ଟି କରିଛି। ବେତନଟୀ ବ୍ଲକ ଆଗଡା ଅଞ୍ଚଳର ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା ଗୁରୁଦିବସ ଅବସରରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ନିଆରା କଳାକୃତି କରିଛନ୍ତି।

Spread

Leave a Reply

Your email address will not be published. Required fields are marked *