ଶୌଚ ହେବାକୁ ଯାଇଥିବାବେଳେ ଦଳି ଦେଲା ଦନ୍ତା

କେନ୍ଦୁଝର : ଦଳି ଦେଲା ଦନ୍ତା, ଜଣଙ୍କ ମୃତ୍ୟୁ । କେନ୍ଦୁଝର ତେଲକୋଇ ବନାଞ୍ଚଳ ଦୋବଲାପାଳ ପଂଚାୟତ ବାଂଶପାଳ ଜୁଆଙ୍ଗ ସାହିରେ ଅଘଟଣ ଘଟିଛି । ମୃତକ ହେଲେ ମୁକୁରୁ ନାଏକ । ସକାଳୁ ଶୌଚ ହେବାକୁ ଯାଇଥିବାବେଳେ ଏକ ହାତୀ ହାବୁଡରେ ପଡିଥିଲେ । ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଯାଇପାରିନଥିଲେ ।

Spread

Leave a Reply

Your email address will not be published. Required fields are marked *