ଆନ୍ଧ୍ରପ୍ରଦେଶ-ଓଡିଶା ସୀମାରୁ ୩ଟି ଟିଫିନ୍ ବୋମା ଏବଂ ବିସ୍ଫୋରକ ଜବତ

ମାଲକାନଗିରି ବିଏସଏଫ ଏବଂ ଓଡିଶା ପୋଲିସ ମିଳିତ ଉଦ୍ୟମରେ ବଡ ଧରଣ ବିସ୍ଫୋରଣକୁ ରୋକାଯାଇଛି। ସର୍ଚ୍ଚ ଅପେରସନ୍ ବେଳେ ମାଲକାନଗିରି ସ୍ବାଭିମାନ ଅଞ୍ଚଳରୁ ଜୀବନ୍ତ ଟିଫିନ୍ ବେମା ଉଦ୍ଧାର କରାଯାଇଛି। ଆନ୍ଧ୍ରପ୍ରଦେଶ-ଓଡିଶା ସୀମାରେ ଥିବା ମାଣ୍ଡାପାଲ୍ଲିର  ଅଞ୍ଚଳରେ ୩ଟି ଟିଫିନ୍ ଆଇଏଡି ଏବଂ ବିସ୍ଫୋରକ ଜବତ କରାଯାଇଛି । ଏନେଇ ବିଏସଏଫ ପକ୍ଷରୁ ଟ୍ବିଟରେ ସୂଚନା ଦିଆଯାଇଛି।

Spread

Leave a Reply

Your email address will not be published. Required fields are marked *