ରାଉସାପାଟଣା ମହାଦେବ ପୂଜା କମିଟି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

କଟକ (ବିଜୟ କୁମାର ପଣ୍ଡା) : କଟକ ରାଉସା ପାଟଣାସ୍ଥିତ ଶ୍ରୀଶ୍ରୀ ମହାଦେବ ପୂଜା କମିଟି ତରଫରୁ କରୋନା ମହାମାରୀର ଦ୍ଵିତୀୟ ଲହରରେ ଅସହାୟ ଲୋକ ମାନଙ୍କୁ ଶ୍ରୀଶ୍ରୀ ରାଧାଗୋବିନ୍ଦ ଜୀଉ ମନ୍ଦିର ସମ୍ମୁଖରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ସେବା ଓ ଭାଇ ଚାରା ଓ ସହଯୋଗର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଦାସ,ପୂଜା କମିଟି ସଭାପତି ଶ୍ରୀ ହରେକୃଷ୍ଣ ଦାସ,ସମ୍ପାଦକ ଶ୍ରୀ ଜୟନ୍ତ କୁମାର ସେନ,ସୁରେନ୍ଦ୍ର ମିଶ୍ର,ଲିଙ୍ଗରାଜ ହାତୀ,ଶ୍ୟାମ ସୁନ୍ଦର ଚୌଧୁରୀ,ଇଂ ବିଭାଷ ଚନ୍ଦ୍ର ରାଉତ, ଅଶୋକ ଦେ, ଭୀମ ଚନ୍ଦ୍ର ଦାସ,ବିଷ୍ଣୁ ଚରଣ ଦାସ,ସୁବାଷ ସେନ,ଶଙ୍କର ଲାଲ ଝୁନଝୁନୱାଲ,ଅମରଜିତ ସେନ,ଦୁର୍ଲ୍ଲଭ ମହାରଣା, ସୁରେନ୍ଦ୍ର ସେନ,ଜୋତିଶ କୁମାର ଦାସ,ସୁଧୀର କୁମାର ଦାସ,ରଞ୍ଜନ କୁମାର ସେନ,ରାଜେଶ କୁମାର ସେନ,ସୁନୀଲ କୁମାର ସେନ,ଦିଲ୍ଲୀପ କୁମାର ଦାସ,ରାଜେଶ କୁମାର ଦାସ,ଏକଡୀ ସେନ,ପ୍ରେମ କୁମାର ସେନ,ଗୋବନ୍ଦ ସେନ,ଲଷ୍ମୀଧର ସେନ,ଦିଲ୍ଲୀପ କୁମାର ସେନ,ଉପେନ୍ଦ୍ର ସେନ,ଅଭୟ କୁମାର ସେନ,ସଞ୍ଜୟ ଦାସ,ଅର୍ଜ୍ଜୁନ କର,ଉମେଶ ସେନ ଅଶୋକ ଦାସ,ବିଜନ ସେନ,ଗୁନୁ ପୁରୋହିତ ଆଦି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Spread

Leave a Reply

Your email address will not be published. Required fields are marked *